40.1 C
Bhubaneswar
Thursday, April 25, 2024
Homeଓଡିଶାଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’, ୫ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ

ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’, ୫ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକ ଲାଗି ନୀତି । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆସନ୍ତାକାଲିି ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଯଥାବିଧି ସମ୍ପନ୍ନ ହେବ।

ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତି ପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି । ତେଣୁ ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ପ୍ରାୟ ୫ ଘଣ୍ଟା ପାଇଁ ବନ୍ଦ ରହିବ।

ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking