ତାତିଠୁ କଲବଲ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା, ମୁଖ୍ୟ ଶାସନ ସଚିବ ନେବେ ବୈଠକ

ଭୁବନେଶ୍ବର: ଉତ୍କଟ ବିଦ୍ୟୁତ୍ କାଟ୍ ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଆଜି ଟାଟା ପାଓ୍ବାର ସହ ମୁଖ୍ୟ ଶାସନ ସଚିବ ବୈଠକ ନେବେ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ଯ୍ୟୟ ପରେ ବିଦ୍ୟୁତ୍ ସରବରାହ ଶୀଘ୍ର କାର୍ଯ୍ୟକ୍ଷମ ହେବାର ମେକାନିଜିମ୍ ନେଇ ବିତରଣ କମ୍ପାନୀଙ୍କୁ ମଡେଲ ମଗାଯିବ । କାଳବୈଶାଖୀ ପରେ ପାରଦ ନିୟମିତ ୪୦ ଡିଗ୍ରୀ ଉପରେ ରହୁଛି । ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ଗରମ ଗୁଳୁଗୁଳି ଅସହ୍ୟ … Continue reading ତାତିଠୁ କଲବଲ କରୁଛି ବିଦ୍ୟୁତ୍‌ କାଟ ସମସ୍ୟା, ମୁଖ୍ୟ ଶାସନ ସଚିବ ନେବେ ବୈଠକ