ଦୁର୍ନୀତି କରି ନିଲମ୍ବିତ ହେଲେ ସାନନଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ

ଭୁବନେଶ୍ୱର : ଅର୍ଥ ହଡ଼ପ କରି ଶେଷରେ ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ସାନନଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନାରାମ ମାରାଣ୍ଡି ।ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ସାନନଈ ଉଚ୍ଚ ବିଦ୍ୟାଳୟରେ ସଫେଇ କାମଠୁ ରାତ୍ର ଜଗୁଆଳି କାମ କରୁଥିଲେ । ଏଥିନିମନ୍ତେ ସେମାନେ ସରକାରଙ୍କଠୁ ମାସିକ ପ୍ରାପ୍ୟ ପାଉଥିଲେ। ମାତ୍ର ଅଭିଯୁକ୍ତ ପ୍ରଧାନଶିକ୍ଷକ ଡରାଇ, ଧମକାଇ ସେମାନଙ୍କ ମାସିକ ଦରମା ନିଜେ ଚଳୁ କରି ନେଉଥିଲେ। କେବଳ ସେତିକି ନୁହେଁ, … Continue reading ଦୁର୍ନୀତି କରି ନିଲମ୍ବିତ ହେଲେ ସାନନଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ