28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ପବିତ୍ର ଗୁରୁଦିବସ । ଏହି ଅବସରରେ ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ୨୦୨୨ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଓଡ଼ିଶାରୁ ଈଶ୍ୱର ଚନ୍ଦ୍ର ନାୟକ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି। ସେ ପୁରୀ ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର‌୍ୟ୍ୟରତ। ନିଆରା ଢଙ୍ଗରେ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ପଇଁ ଆଦର୍ଶ ପାଲଟିଛନ୍ତି। ସେ କେବଳ ଶିକ୍ଷକ ନୁହନ୍ତି ଜଣେ ଲେଖକ ମଧ୍ୟ। ଅଳିଆରୁ ଅ..ଆ, ପାପ, ଘୃଣ୍ୟ, ପ୍ରହେଳିକା ଆଦି ପୁସ୍ତକ ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking