27.8 C
Bhubaneswar
Thursday, April 18, 2024
Homeଓଡିଶାପୋଲିସର ଅତର୍କିତ ଚଢ଼ାଉ, ଘରୁ ଜବତ କଲା ୩ଟି ଦେଶୀ ବନ୍ଧୁକ

ପୋଲିସର ଅତର୍କିତ ଚଢ଼ାଉ, ଘରୁ ଜବତ କଲା ୩ଟି ଦେଶୀ ବନ୍ଧୁକ

ମୋହନା : ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ କରି ତିନୋଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ଗ୍ରାମର ପ୍ରମୋଦ ମଳିକଙ୍କ ଘରେ ଦେଶୀ ବନ୍ଧୁକ ଥିବା ନେଇ ପାଇ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡିଛି । ଘରେ ଶିକାର ଉଦ୍ଦେଶ୍ୟରେ ଉକ୍ତ ବନ୍ଧୁକ ଗୁଡିକ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଶ୍ମଶାନରୁ ମୃତଦେହ ଜବତ କଲା ନିମଖଣ୍ଡି ପୁଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking