ବସ୍ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଲାଠି ଚାର୍ଜ କଲା ପୁଲିସ

ସମ୍ବଲପୁର: ସମ୍ବଲପୁର: ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ଘଟିଥିବା ଦୁର୍ଘଟଣା ନେଇ ସମ୍ବଲପୁର ସହରରେ ଆଜି ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକଙ୍କ ବିରୋଧରେ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ଗୋଡେଇ ଗୋଡେଇ ଲୋକଙ୍କୁ ମାଡ଼ ମାରିଛି। ଆମ୍ବେଦକର ନଗର ନବମ ଶ୍ରେଣୀ ଛାତ୍ର ଦିଶାନ ନାୟକ ଆଜି ସନ୍ଧ୍ୟା ବେଳେ ମାଆଙ୍କ ପାଇଁ ମେଡିସିନ୍ ଆଣିବାକୁ ସ୍କୁଟିରେ ଯାଉଥିଲେ । ତେବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ … Continue reading ବସ୍ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଲାଠି ଚାର୍ଜ କଲା ପୁଲିସ