ପୁଲିସ ପଞ୍ଝାରେ ଏରାଗୋଳା ଗ୍ୟାଙ୍ଗ

ଦେବଗଡ଼ : ବିଳମ୍ବିତ ରାତ୍ରିରେ ଡକାୟତି ଯୋଜନା ବେଳେ ପୁଲିସ ପଞ୍ଝାରେ ଫସିଲେ ଆରାଗୋଳା ଗ୍ୟାଙ୍ଗର 6 ଡକାୟତ l ଗତକାଲି ବିଳମ୍ବିତ ରାତ୍ରିରେ ସାମନ୍ତରାପାଲି ଗ୍ରାମ ନିକଟସ୍ଥ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ପଡିଆରେ ମାରଣାସ୍ତ୍ର ସହ କେତେକ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବିଶ୍ୱସ୍ତ୍ର ସୂତ୍ରରୁ ସୂଚନା ପାଇ ରାତ୍ରି କାଳିନ ପେଟ୍ରୋଲିଙ୍ଗ କରୁଥିବା ଏସଆଇ ରୁଦ୍ର ନାରାୟଣ ପ୍ରଧାନ ସଦଳବଳେ ସେଠାରେ … Continue reading ପୁଲିସ ପଞ୍ଝାରେ ଏରାଗୋଳା ଗ୍ୟାଙ୍ଗ