27.1 C
Bhubaneswar
Thursday, April 25, 2024
Homeଓଡିଶାଖୁବ ଶୀଘ୍ର ଜୟପୁରରେ ଉଡ଼ିବ ବିମାନ

ଖୁବ ଶୀଘ୍ର ଜୟପୁରରେ ଉଡ଼ିବ ବିମାନ

ଭୁବନେଶ୍ୱର: ଅତିଶୀଘ୍ର ଜୟପୁରରେ ଉଡ଼ିବ ବିମାନ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଏହି ଉଡ଼ାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡ଼ିବ ବୋଲି ସୂଚନାରୁ ଜଣାପଡ଼ିଛି । ଜୟପୁର ଏବଂ ରଙ୍ଗେଇଲୁଣ୍ଡା ଏହି ଦୁଇ ସ୍ଥାନରୁ ଉଡ଼ିବ ବିମାନ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି ବୋଲି ପଦ୍ମନାଭ ସୂଚନା ଦେଇଛନ୍ତି । ଏଥିପାଇଁ ୨ଟି ଏୟାରଷ୍ଟ୍ରିପ୍ ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି ବୋଲି ସେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking