ମଝି ଆକାଶରେ ୧୫ ହଜାର ଫୁଟ ତଳକୁ ଖସିଲା ବିମାନ
ଭୁବନେଶ୍ୱର: ଆମେରିକା ଏୟାରଲାଇନ୍ସର ଏକ ବିମାନ ୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସି ପଡିଥିବା ଘଟଣା ସାମ୍ନାକୁ ଆସିଛି । ଫ୍ଲୋରିଡା ଯାଉଥିବା ଏକ ବିମାନ ୩ ମିନିଟ ଭିତରେ ୧୫ ହଜାର ଫୁଟ ତଳକୁ ଖସିବା ଯୋଗୁଁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନଟି ଉଡାଣ ଭରିବା ପରେ ବିମାନଟି ମଝି ଆକାଶରେ ଥିବା ବେଳେ କ୍ୟାବିନ ମଧ୍ୟରେ ଜୋରଦାର ଧମାକା ହେବା ପରେ ଜଳିବା ଗନ୍ଧ ହେଉଥିଲା । ଫଳରେ ଯାତ୍ରୀ ଭୟଭୀତ … Continue reading ମଝି ଆକାଶରେ ୧୫ ହଜାର ଫୁଟ ତଳକୁ ଖସିଲା ବିମାନ
Copy and paste this URL into your WordPress site to embed
Copy and paste this code into your site to embed