34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଟୋଲ ପ୍ଳାଜ଼ା  ଆଗରେ ଚାଷୀ ଆନ୍ଦୋଳନ, ସାମିଲ ହେଲେ କଂଗ୍ରେସ ଓ ବାମପନ୍ଥୀ ନେତା

ଟୋଲ ପ୍ଳାଜ଼ା  ଆଗରେ ଚାଷୀ ଆନ୍ଦୋଳନ, ସାମିଲ ହେଲେ କଂଗ୍ରେସ ଓ ବାମପନ୍ଥୀ ନେତା

ଯାଜପୁର: ଯାଜପୁର ଜିଲ୍ଲା ରେ ଚାଷୀ ଅନ୍ଧୋଲନ ତ୍ରୀବ୍ରତର ହେବା ରେ ଲାଗିଛି l ନବ ନିର୍ମାଣ କୃଷକ ସଂଘ ଠନପକ୍ଷରୁ 16ନଂ ଜାତୀୟ ରାଜ ପଥ ର ପାଣିକୋଇଲି ଟୋଲ ଗଟେ ସମୁଖ ରେ ଚାଲିଥିବା ଚାଷୀ ଆନ୍ଦୋଳନ କୁ କଂଗ୍ରେସ ବାମପନ୍ତୀ ଦଳ ସମର୍ଥନ ଦେବାରୁ ଆନ୍ଦୋଳନ ନିଆଁ ରେ ଘିଅ ଢ଼ାଳିବା ସଦୁସ୍ୟ ତ୍ରୀବ୍ର ତର ହୋଇଛି l ପୋଲିସ ପାଇଁ ମୁଣ୍ଡ ବ୍ୟଥା କାରଣ ସାଜିଛି କଂଗ୍ରେସ ଅଣ ସଂଗଠିତ ସଲେ ର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି, ସି ପି ଆଇ ଏମ ର ପ୍ରଫୁଲ୍ଲ ନାୟକ, ନିର୍ମଳ ରଥ ଚନ୍ଦ୍ର କାନ୍ତ ଖଣ୍ଡାଇ ବିଜୟ ବୋଇତାଇ ଓ ପରମାନନ୍ଦ ସେଠି ପ୍ରମୁଖ ପ୍ରତିବାଦ ସଭା ରେ ଯୋଗ ଦେଇ ମୋଦି ସରକାର କୃଷି ବିଲ ଆଣି କୃଷକ ମl ରଣ ନୀତି ଅବଲମ୍ବନ କରିଛନ୍ତି ଘରୋଇ କରଣ କରି ପୁଞ୍ଜିପତି ମାନଂକୁ ସବୁ ପ୍ରକାର ସୁବିଧା ଦେଉଛନ୍ତି l କୋରନ ନାମରେ ଜନବିରୋଦୀ ବିଲ ଆଣି ଵା ରେ ଲାଗିଛନ୍ତି ବିରୋଧୀ ଦଳ ଗୁଡିକୁ ପଚାରୁ ନାହାନ୍ତି l କୃଷି ବିଲ କୁ ପତ୍ୟାହର ନ କରିବା ଯାଏ କୃଷକ ଅନ୍ଧୋଲନ କୁ ତ୍ରୀବ୍ର ତର କରାଯିବ l କୃଷକ ମାନଙ୍କ ନିଶ୍ୱାସ ରେ ମୋଦି ସରକାର ପତନ ଘଟିବ ବୋଲି ନେତା ମାନେ କହି ଥିଲେ ଏହି ଆନ୍ଦୋଳନ ଜିଲ୍ଲା ରେ ତ୍ରୀବ୍ରତର କରାଯିବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking