ଆସନ୍ତାକାଲି ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ

ପୁରୀ: ଆସନ୍ତାକାଲି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବ । ଆଜି ଯଜ୍ଞ ପ୍ରକ୍ରିୟାର ପଞ୍ଚମ ତଥା ଯଜ୍ଞର ଦ୍ୱିତୀୟ ଦିନ । ଗତକାଲି ଏକ ହଜାର ଆହୁତି ଦିଆଯାଇଥିବା ବେଳେ ଆଜି ମଧ୍ୟ ହଜାରେ ଆହୁତି ଦିଆଯାଇଥିଲା । ସେହିପରି ଆସନ୍ତାକାଲି ଆଉ ଏକ ହଜାର ଆହୁତି ଦିଆଯିବ । ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ … Continue reading ଆସନ୍ତାକାଲି ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ