ଭୁଲ ଚିକିତ୍ସା ପାଇଁ ଚାଲିଗଲା ଏକମାତ୍ର ପୁଅର ଜୀବନ

ଭୁବନେଶ୍ୱର: ଭୁଲ ଚିକିତ୍ସା ପାଇଁ ଏକମାତ୍ର ସନ୍ତାନର ଜୀବନ ଗଲା । ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜୁଡି ଗଲା । ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି ହୋଇଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବସନ୍ତିଆ ଅଞ୍ଚଳର ଶୁଭେନ୍ଦୁ ରାଉଳ ନାମକ ଦଶମ ଶ୍ରେଣୀ ଛାତ୍ରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଭଦ୍ରକ କଲେଜ ଛକ ନିକଟରେ ଥିବା ଏକ … Continue reading ଭୁଲ ଚିକିତ୍ସା ପାଇଁ ଚାଲିଗଲା ଏକମାତ୍ର ପୁଅର ଜୀବନ