28.1 C
Bhubaneswar
Saturday, April 20, 2024
Homeଓଡିଶାକରୋନା ପାଇଁ କଟକଣା ଜାରିକଲେ ଓଏଚଆରସି

କରୋନା ପାଇଁ କଟକଣା ଜାରିକଲେ ଓଏଚଆରସି

ଭୁବନେଶ୍ୱର : କରୋନା ଭାଇରସ (କୋଭିଡ୍‌-୧୯)ର ମିୁକାବିଲା କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି) କଟକଣା ଜାରି କରିଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲା କୋର୍ଟରେ ବିଚାର କରାଯିବ। କୋର୍ଟ ପରିସରରେ ବିଚାରପତି, ମାନବାଧିକାର କର୍ମୀ, ଅଭିଯୁକ୍ତ, ଅଭିଯୋଗକାରୀ ଓ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ଆବଶ୍ୟକୀୟ ସଦସ୍ୟ କେବଳ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିି । କମିଶନ ଓ ଓଏଚଆରସି କାର୍ଯ୍ୟାଳୟ ପରିସରରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
https://onakhabar.com/2020/03/17/section-144-in-puri-sea-beach/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking