29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆସନ୍ତା ଦୁଇ ଦିନ କୁହୁଡି

ଆସନ୍ତା ଦୁଇ ଦିନ କୁହୁଡି

ଭୁବନେଶ୍ୱର, (ଓଏନଏ): ଆସନ୍ତାକାଲି ଓ ପଅରଦିନ ଘନକୁହୁଡି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓାର୍ଣ୍ଣିଂ ଜାରି କରିଛି । କାଲି ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଓ କନ୍ଧମାଳକୁ ସତର୍କ ସୂଚନା ଦିଆଯାଇଛି । ଏହି ସମୟରେ ଅତି ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗାଡି ନେଇ ଗଲେ ଧିରେ ଧିରେ ଯିବାକୁ କୁହାଯାଇଛି । ଏହି ଜିଲ୍ଲା ଗୁଡିକରେ ପ୍ରବଳ ମାତ୍ରାରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି । ଘନ କୁହୁଡି ରେ ଆଚ୍ଛାଦିତ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା। ଘନ କୁହୁଡି ନେଇ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking