ସାମ୍ବାଦିକଙ୍କ ବିୟୋଗରେ ଓୟୁଯେ ନୟାଗଡ ଜିଲ୍ଲା ଶାଖାର ଶୋକ ପ୍ରକାଶ

nayagada mourn of journalist

ନୟାଗଡ : ନୟାଗଡର ସାମ୍ବାଦିକ ଇଂ ତ୍ରିନାଥ ନାୟକଙ୍କ ବିୟୋଗରେ କରୋନା ଆଇନ ଅନୁଯାୟୀ ଏକ ଶୋକ ସଭା ଏଠାକାର ପି.ଡବ୍ଲୁ.ଡି ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଓୟୁଯେ ନୟାଗଡ ଜିଲ୍ଲା ଶାଖା ପକ୍ଷରୁ ଏଥିପାଇଁ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଆଚାର୍ଯ୍ୟ ବିଶ୍ୱରଂଜନ, ସଞ୍ଜୟ ସ୍ୱାଇଁ, ଗୋପାଳ ବିଶ୍ଵାଳ ପ୍ରମୁଖ ସାମ୍ବାଦିକ ନାୟକଙ୍କ ସ୍ମୁତି ଚାରଣ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ମହାପାତ୍ର, ମାନସ ସାହୁ,ଶିବାନନ୍ଦ ଘଡେଇ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here