ଶାଶୂ ଘର ଲୋକଙ୍କୁ ବେହୋସ କରି ପ୍ରେମିକ ସହ ଛୁ ହେଲା ବୋହୂ

ନୂଆଦିଲ୍ଲୀ: ପ୍ରେମ  ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି, ହେଲା ସବୁଠାରୁ ନିଆର। ତୁମେ ଭଲ ପାଉଥିବା … Continue reading ଶାଶୂ ଘର ଲୋକଙ୍କୁ ବେହୋସ କରି ପ୍ରେମିକ ସହ ଛୁ ହେଲା ବୋହୂ