ମମତାହୀନ ହୋଇଗଲା ମା’: ନିଜ ଛୁଆକୁ ମାରି ପୋତି ପକାଇଲା
ନୂଆଦିଲ୍ଲୀ: ମମତାହୀନ ହୋଇଗଲା ମା’ । ସ୍ନେହ ମମତା ଭୁଲି ନିଜ ପିଲାଙ୍କୁ ହିଁ ରାସ୍ତାରୁ ହଟାଇ ଦେଲା । ପରକୀୟା ପ୍ରୀତି ପାଇଁ ଦୁଇ ଛୁଆଙ୍କୁ ମାରି ନାଳରେ ପକାଇ ଦେଲା ମା’ । ମିରଟରେ ଜଣେ ବିବାହିତା ମହିଳା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ପୋଲିସର ୧୦ଟି ଟିମ୍ କେନାଲରୁ ମୃତଦେହ ଖୋଜିବା … Continue reading ମମତାହୀନ ହୋଇଗଲା ମା’: ନିଜ ଛୁଆକୁ ମାରି ପୋତି ପକାଇଲା
Copy and paste this URL into your WordPress site to embed
Copy and paste this code into your site to embed