ଭତ୍ତା ବୃଦ୍ଧି ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ଆସୁଥିବା ବିଭିନ୍ନ ଦାବି ନେଇ ସରକାର ସଚେତନ ଅଛନ୍ତି । ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବେ । ଭତ୍ତା ବୃଦ୍ଧି ନେଇ ଗୃହରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ଲକ୍ଷ ୮ ହଜାର ୯୬୭ ଜଣଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ମିଳୁଛି । ଆଜି ଯାଏ ୨୧,୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ … Continue reading ଭତ୍ତା ବୃଦ୍ଧି ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ