ନିଜର ତଣ୍ଟି କାଟିଲେ ଗଣିତ ଶିକ୍ଷକ

ଉମରକୋଟ :  ଉମରକୋଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ନିଜର ତଣ୍ଟି କାଟି ଦେଲେ ଗଣିତ ଶିକ୍ଷକ । ସୂଚନା ମୁତାବକ ରାଇଘର ବ୍ଲକ କରୋପାର ଗାଁ ହାଇସ୍କୁଲ ଗଣିତ ଶିକ୍ଷକ ନିଜର ତଣ୍ଟି କଟି ଦେଇଛନ୍ତି । ଶିକ୍ଷକଙ୍କ ନାମ ଆଶିଷ କୁମାର ସ୍ୱାଇଁ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେଥିବା ବେଳେ ତଣ୍ଟି କାଟିଥିବା ସୂଚନା ମିଳିଛି, ତେବେ ଏହାର କାରଣ ଅସ୍ପଷ୍ଟ ଅଛି । ୫ ବର୍ଷର … Continue reading ନିଜର ତଣ୍ଟି କାଟିଲେ ଗଣିତ ଶିକ୍ଷକ