ପ୍ରେମିକକୁ ଦେଖିବା ପାଇଁ ଏମିତି କାମ କଲା ପ୍ରେମିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ପାଟନା: କାହା ପ୍ରେମରେ କେବେ ବିଜୁଳି କଣ୍ଟା ହୋଇପାରେ ? ହେଲେ ବିହାରର ଜଣେ ପ୍ରେମୀ ଯୁଗଳଙ୍କ ପାଇଁ ସବୁବେଳେ ଲାଇନ ରହିବା କଣ୍ଟା ହୋଇଛି । ଗାଁରେ ଲାଇନ୍ କଟୁ ନଥିବାରୁ ପ୍ରେମିକା ନିଜ ପ୍ରେମିକକୁ ଭେଟିବାକୁ ସୁଯୋଗ ପାଉନଥିଲେ । ପ୍ରେମିକଠୁ ଦୂରରେ ରହିବାର କଷ୍ଟ ଏତେ ଅଧିକ ହେଲା ଯେ ସେ ସବୁ ସୀମା ଡେଇଁଗଲେ । ସବୁଦିନ ରାତିରେ ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଯାଇ ତାର ଛିଣ୍ଡାଇ ଦେଉଥିଲେ । … Continue reading ପ୍ରେମିକକୁ ଦେଖିବା ପାଇଁ ଏମିତି କାମ କଲା ପ୍ରେମିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ….