ହୃଦଘାତରେ ଚାଲିଗଲା ‘ଜେଲର’ ର ଏହି ଆକ୍ଟରଙ୍କ ଜୀବନ

ଭୁବନେଶ୍ୱର: ନିକଟରେ, ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ  ଫିଲ୍ମ ‘ ଜେଲର’  ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା। ମାତ୍ର ଏହାରି ଭିତରେ ଆଉ ଏକ ଦୁଃଖଦ ଖବର ଆସିଛି । ‘ ଜେଲର’ ରେ ଅଭିନୟ କରିଥିବା ଅଭିନେତା ଜି ମାରିମୁଥୁଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ   ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡି଼ଛି । ଜେଲର ଫିଲ୍ମରେ ଭିଲେନ୍ ବର୍ମାଙ୍କ ରାଇଟ୍ ହେଣ୍ତ ଭୂମିକାରେ ନଜର ଆସିଥିଲେ ଜି ମାରିମୁଥୁ । ଯାହାକୁ … Continue reading ହୃଦଘାତରେ ଚାଲିଗଲା ‘ଜେଲର’ ର ଏହି ଆକ୍ଟରଙ୍କ ଜୀବନ