ହୁ ହୁ ହୋଇ ଜଳିଗଲା କବାଡି ଗୋଦାମ

ଖୋର୍ଦ୍ଧା: ବରୁଣେଇ ପାହାଡ ନିକଟରେ ଥିବା କବାଡି ଗୋଦାମରେ ଲାଗିଲା ନିଆଁ । ନିଆଁ ଲାଗି କବାଡି ଗୋଦାମରେ ଥିବା ବହୁ ସାମଗ୍ରୀ ଜଳିଯାଇଥିବା ସୂଚନା । ନିଆଁ ଲିଭାଇବାକୁ ଉଦ୍ୟମ, ପାକରେ ଥିବା ଜଙ୍ଗଲକୁ ବ୍ୟାପିବାର ଆଶଙ୍କା । ବିିମାନରେ ପକ୍ଷୀ ମାଡ ପରେ ପଦକ୍ଷେପ