31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଇଏସଆଇ ରଖିଥିଲା ବୋମା ଭର୍ତ୍ତି ବ୍ୟାଗ୍

ଆଇଏସଆଇ ରଖିଥିଲା ବୋମା ଭର୍ତ୍ତି ବ୍ୟାଗ୍

ନୂଆଦିଲ୍ଲୀ: ଗାଜିପୁର ସୀମାରୁ ବୋମା ଭର୍ତ୍ତି ବ୍ୟାଗ୍‍ ଉଦ୍ଧାର ଘଟଣା । ବୋମା ଭର୍ତ୍ତି ବ୍ୟାଗଟି ଆଇଏସଆଇ ରଖିଥିବା ନେଇ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ଥିବା କିଛି ଏଜେଣ୍ଟ ଆଖପାଖରେ ଥିବା ଅନୁମାନ କରାଯାଉଛି । ଗଣତନ୍ତ୍ର ଦିବସ ପୂର୍ବରୁ ଏପରି ଘଟଣା ଚିନ୍ତାର କାରଣ ପାଲଟିଛି ।

ସେପଟେ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହି ଘଟଣାକୁ ନେଇ ସମସ୍ତେ ଆତଙ୍କରେ ରହିଛନ୍ତି । ତେବେ ଦୁଇ ଦିନ ତଳେ ଦିଲ୍ଲୀ ଗାଜିପୁରର ଫୁଲ ମାର୍କେଟରୁ ଏକ ବ୍ୟାଗ୍ରୁ ଆଇଇଡି ମିଳିଥିଲା। ଏହାକୁ ନିର୍ଷ୍କିୟ କରିବା ସହ ଏନ୍ଏସିଜି ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking