ପୁରୀ : ଖୋଲିଲା ଭିତର ରତ୍ନଭଣ୍ଡାର । ଆଜି ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର । ୯ଟା ୫୧ ମିନିଟରେ ଖୋଲିଛି ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଟ୍ରେଜେରୀରୁ ଚାବି ନେଇ ପହଞ୍ଚିଥିଲେ ଜିଲ୍ଲାପାଳ ସିର୍ଦ୍ଧାତ ଶଙ୍କର ସ୍ୱାଇଁ । ଅତ୍ୟାଧୁନିକ ସରଞ୍ଜାମ ସହିତ ଓଡ୍ରାଫ ଟିମ ଓ ସ୍ନେକ ହେଲପଲାଇନର ସଦସ୍ୟ … Continue reading ଖୋଲିଲା ଭିତର ରତ୍ନଭଣ୍ଡାର
Copy and paste this URL into your WordPress site to embed
Copy and paste this code into your site to embed