33.1 C
Bhubaneswar
Thursday, April 25, 2024
Homeଓଡିଶାଭାରତୀୟ ମଜଦୁର ସଂଘ ୩ ଦଫା ଦାବିରେ ଶ୍ରମ କାର୍ଯ୍ୟାଳୟରେ ଗଣଧାରଣା

ଭାରତୀୟ ମଜଦୁର ସଂଘ ୩ ଦଫା ଦାବିରେ ଶ୍ରମ କାର୍ଯ୍ୟାଳୟରେ ଗଣଧାରଣା

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ଯୁଗ୍ମଶ୍ରମ ଆୟକଙ୍କ କାୟାଳୟରେ ୩ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦେଇଥିଲେ ଗଣଧାରଣା । ପ୍ରଥମ ଦାବି ହେଉଛି ଛୋଟ ବଡ କିଛି ଲେବର ଲାଇସେନ୍ସ ୪୫ ଦିନ ଭିତରେ ହେବା , ଦ୍ୱିତୀୟ ଦାବି ଯାଜପୁର ଓ ସାରା ଓଡିଶାରେ ଲେବର ଅଫିସ ରେ ଷ୍ଟାଫ କମ ରହିବାରୁ କୌଣସି କାର୍ଯ୍ୟ ହୋଇ ପାରୁନାହିଁ ଯଥା ଶୀଘ୍ର ଷ୍ଟାଫ ନିଯୁକ୍ତି ପାଇଲେ ସମ୍ପୂର୍ଣ କାର୍ଯ୍ୟ ହୋଇପାରିବ । ତୃତୀୟ ଦାବି ସମସ୍ତ ରାଜ୍ୟରେ ପ୍ରତେକ ବ୍ଲକ ରେ ଲେବର କାର୍ଯ୍ୟାଳୟ ଶାଖା ଖୋଲା ଗଲେ ଗ୍ରାମ ଅଞ୍ଚଳ ଶ୍ରମିକ ମାନେ ଲେବର କାର୍ଡ ପାଇପାରିବେ । ଆଜି ଯଦି ସାରା ରାଜ୍ୟରେ ଶ୍ରମିକ ମାନଙ୍କର କୋଣସି କାମ ହୋଇପାରୁ ନାହିଁ ଓ ଲେବର ଲାଇସେନ ଏବଂ ଲେବର କାର୍ଡ ର ଅସୁବିଧା ହୋଇଥାଏ ସେଥିପାଇଁ ରାଜ୍ୟ ସରକାର ଙ୍କୁ ଦାୟୀ କରିଛନ୍ତି । ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ଜେନା ଓ ବ୍ୟାସନଗର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ଧୀର ,ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ମହାଳିକ ୩ ଦଫା ଦାବି ପାତ୍ର ନେଇ ଲେବର କମିଶନର ସୁନୀଲ କୁମାର ସାହୁ ଙ୍କୁ ଦେଇଥିଲେ ।
https://onakhabar.com/2020/03/04/nirbhaya-rape-case-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking