ଆସନ୍ତୁ ଜାଣିବା ଶ୍ରୀମନ୍ଦିର ଚାରିଦ୍ୱାରର ମାହାତ୍ମ୍ୟ

ଭୁବନେଶ୍ୱର : ଶ୍ରୀମନ୍ଦିରର ଚାରି ଦିଗରେ ୪ ମୁଖ୍ୟ ଦ୍ବାର ଯାହାକି ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ। ଚାରିଦ୍ବାର ଧର୍ମ-ଅର୍ଥ-କାମ-ମୋକ୍ଷର ସମାହାର। ପଣ୍ଡିତମାନଙ୍କ ମତରେ ପୂର୍ବ ପାର୍ଶ୍ବସ୍ଥ ଦ୍ବାର ସିଂହଦ୍ବାର। ଏହା ‘ଧର୍ମ’ ଦ୍ବାର ଭାବେ ବିବେଚିତ। ଦକ୍ଷିଣ ଦ୍ବାରକୁ ଅଶ୍ବ ଦ୍ବାର କୁହାଯାଏ। ଏହା ‘ଅର୍ଥ’ ଦ୍ବାର ରୂପେ ପରିଚିତ। ପଶ୍ଚିମ ଦ୍ବାରଟି ବ୍ୟାଘ୍ର ଦ୍ବାର କୁହାଯାଏ। ଏହା ‘କାମ’ ଦ୍ବାର। ଉତ୍ତର ପାର୍ଶ୍ବରେ ଥିବା ଦ୍ବାରକୁ ହସ୍ତୀ ଦ୍ବାର ବା ‘ମୋକ୍ଷ’ ଦ୍ବାର ଭାବେ … Continue reading ଆସନ୍ତୁ ଜାଣିବା ଶ୍ରୀମନ୍ଦିର ଚାରିଦ୍ୱାରର ମାହାତ୍ମ୍ୟ