ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ପାଟନା: ୨୦୦୬ ମସିହାରେ ହୋଇଥିବା ବାହାଘର । ଆଡମ୍ବରରେ ହିଁ ବାହାଘର ହୋଇଥିଲା । ହେଲେ ସ୍ତ୍ରୀ ଜାଣିନଥିଲା ସ୍ବାମୀ ଧୋକାଦେଇ ବାହା ହୋଇଛି । ସଙ୍ଗୀତାର ସରଳତାର ସୁଯୋଗ ନେଇ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲା ଧୋକେବାଜ । କିନ୍ତୁ ଯେତେବେଳେ ଇଚ୍ଛା ପୂରଣ ହେଲା ନାହିଁ ରାକ୍ଷାସ ପାଲଟିଗଲା । ଯାହାକୁ ସୁରକ୍ଷା କବଚ ଭାବି ସାତ ଜନ୍ମର ସାଥି କରିଥିଲା ସେ ହିଁ ସାଜିଲା ବଇରୀ । ଇହକାଳ ପରକାଳ ପାଇଁ ସାଥି ହେବାର … Continue reading  ଇଚ୍ଛା ପୂରଣ ନହେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !