ଝିଅ ଜନ୍ମ ନହେବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ୱାମୀ….
ଲକ୍ଷ୍ନୌ : ଆଗ୍ରାରେ ସ୍ତ୍ରୀ-ସ୍ୱାମୀଙ୍କ ବିବାଦ ଏବଂ ଛାଡ଼ପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ସ୍ୱାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । କାରଣ ତାଙ୍କ ସ୍ତ୍ରୀ କେବଳ ପୁଅ ଜନ୍ମ କରୁଥିଲେ । ମାତ୍ର ସ୍ୱାମୀ ଝିଅ ହେଉ ବୋଲି ଚାହୁଁଥିଲେ । ଏହି ବିବାଦକୁ ନେଇ ଏବେ ଅନେକ ଚର୍ଚ୍ଚା । ସାଧାରଣତଃ ଗୋଟିଏ ପରିବାରରେ ଝିଅ ଜନ୍ମ ହେଲେ କିଛି ଲୋକ ଗ୍ରହଣ କରିପାରନ୍ତିନି । ଫଳରେ ଆକ୍ରମଣ, ଘରୋଇ ହିଂସା … Continue reading ଝିଅ ଜନ୍ମ ନହେବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ୱାମୀ….
Copy and paste this URL into your WordPress site to embed
Copy and paste this code into your site to embed