ଡେରାବିଶ: ଡେରାବିଶ ବ୍ଲକ ଅନ୍ତର୍ଗତ ମନ୍ତ୍ରୀପଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ପରିବାର ଲୋକ ଘରେ ପୁରେଇ ଦେଉନଥିବା ଯୋଗୁ ସେ ଦୁଇ ଦିନ ହେଲା ଶୀତ ରାତିରେ ଘର ବାହାରେ ରାତି ବିତାଉଛନ୍ତି। ଖବର ପାଇ ମହିଳାଙ୍କ ପରିବାର ଲୋକ ପହଞ୍ଚି ଥିଲେ କୌଣସି ନ୍ୟାୟ ମିଳି ନାହିଁ ମହିଳାଙ୍କ ମାଆ ଏ ନେଇ ସ୍ଥାନୀୟ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି ଏହି ଅଭିଯୋଗ ପାଇ ଡେରାବିଶ ଅଧିକାରୀ ଉମାକାନ୍ତ ନାୟକ ଓ ଏସଆଇ ଅଶ୍ଵୋକ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଉ କରିଛନ୍ତି ତାଙ୍କ ଜୋଇଁ ଓ ସୋସୁର ,ଶାଶୁ ନଣନ୍ଦ , ଚାରି ଜଣଙ୍କୁ ଥାନରେ ଅଟକ ରଖିଛନ୍ତି ।