ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା । ଅଫିସ ଭିତରକୁ ପଶି ମହିଳଆଙ୍କୁ ହାଣିଲେ ସ୍ୱାମୀ । ପାରିବାରିକ ବିବାଦରୁ ଘଟଣା ହୋଇଥିବା ସନେ୍ଦହ । ଭୁବନେଶ୍ୱର ବରମୁଣ୍ଡାର କୃର୍ତ୍ତିବନ୍ଧୁ ଆପାଟମେଣ୍ଟର ଘଟଣା । ଅଫିସ ଚାଲିଥିବା ବେଳେ ପଶି ଆସିଥିଲେ ଅଭିଯୁକ୍ତ ସ୍ୱାମୀ । ଅଭିଯୁକ୍ତ ଅଟକ, ତଦନ୍ତ କରୁଛି ପୋଲିସ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମହିଳା । ଦାରିଙ୍ଗବାଡିରେ ବଢୁଛି ଶୀତର ପରିମାଣ