ଡକାୟତିଙ୍କ ଆକ୍ରମଣରେ ଗୃହକର୍ତ୍ତାଙ୍କ ଗଲା ଜୀବନ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ଭଅଁରା ପଂଚାୟତରରେ ଡକାୟତ ଆକ୍ରମଣ ରେ ଗୃହ କର୍ତ୍ତାଙ୍କ ଜୀବନ ଗଲା l ଚଟୁମାରୀ ଗ୍ରାମରେ ଗତ ରାତ୍ରରେ ବିଶ୍ୱ ରଂଜନ ବିଶ୍ୱାଳ(୪୬) ଙ୍କ ଘରେ ଡକାୟତ ମାନେ ପଶି ଘରୁ ସମସ୍ତ ଧନ ଦ୍ରବ୍ୟ ଲୁଟିନେବା ସମୟରେ ପରିବାର ଲୋକେ ପ୍ରତିବାଦ କରିବାରୁ ଗୃହକର୍ତ୍ତା ବିଶ୍ୱରଂଜନଙ୍କୁ ଡକାୟତ ମାନେ ଆକ୍ରମଣ କରି ତୀକ୍ଷ୍ଣ ଛୁରି ରେ କାନ ପାଖରେ ଭୁଷିଦେଇ ପଳାଇ ଯାଇ ଥିଲେ l ବିଶ୍ୱ ରଞ୍ଜନଙ୍କ … Continue reading ଡକାୟତିଙ୍କ ଆକ୍ରମଣରେ ଗୃହକର୍ତ୍ତାଙ୍କ ଗଲା ଜୀବନ