ପତ୍ନୀ ଏବଂ ଝିଅଙ୍କ ସହ ତିରୁପତି ବାଲାଜୀ ମନ୍ଦିର ଦର୍ଶନ କଲେ ହିଟ୍ ମ୍ୟାନ୍

ବ୍ୟୁରୋ : ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପରେ ଏବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ନିଜ ପତ୍ନୀ ଓ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପହଞ୍ଚି ଭଗବାନଙ୍କ ପୂଜା କରିଛନ୍ତି । ତେବେ ତିରୁପତି ମନ୍ଦିରରେ ରୋହିତ ପହଞ୍ଚିବା ପରେ ପୂଜକ ମାନେ ତାଙ୍କୁ ନେଇ ଭଗବାନଙ୍କ ଦର୍ଶନ କରାଇଥିଲେ । ରୋହିତ ଶର୍ମାଙ୍କ ସହ … Continue reading ପତ୍ନୀ ଏବଂ ଝିଅଙ୍କ ସହ ତିରୁପତି ବାଲାଜୀ ମନ୍ଦିର ଦର୍ଶନ କଲେ ହିଟ୍ ମ୍ୟାନ୍