କରଦା ନୋଡାଲ ସ୍କୁଲର ହେଡ ମାଷ୍ଟର ନିଲମ୍ବିତ

ଯାଜପୁର (ଓ.ଏନ.ଏ)- ଯାଜପୁର ଜିଲ୍ଲାର କୋରାଇ ବ୍ଲକର କରଦା ନୋଡାଲ ସ୍କୁଲର ହେଡ ମାଷ୍ଟରଙ୍କୁ ବେଆଇନ କାର୍ଯ୍ୟ ପାଇଁ କୋରାଇ ବ୍ଲକ ଶିକ୍ଷା ଅଧିକାରି ତାଙ୍କୁ ୧୨ ତାରିଖରୁ ସସପେଣ୍ଡ କରିଛନ୍ତି । ଚିଠି ନଂ -୪୨୬,ତା-୧୨.୦୩.୨୦୨୦ ରିଖରେ ସସପେଣ୍ଡ ଆଦେଶ ହେଡ୍ ମାଷ୍ଟରଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ସେହି ସ୍କୁଲର ପିଅନ କାର୍ତିକ ଚନ୍ଦ୍ର ଦାସଙ୍କୁ କୋରାଇ ବିଓ ଅଫିସକୁ ବଦଳି କରାଯାଇଛି ।
https://onakhabar.com/2020/03/13/the-handcuffs-were-replaced-by-handcuffs/