29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦିନ ମଜୁରିଆଙ୍କ ପାଇଁ ସହାୟ ହେବ ‘ପରିଶ୍ରମ’ ପୋର୍ଟାଲ

ଦିନ ମଜୁରିଆଙ୍କ ପାଇଁ ସହାୟ ହେବ ‘ପରିଶ୍ରମ’ ପୋର୍ଟାଲ

ରାଉରକେଲା: ଅନଲାଇନରେ ସମସ୍ତ ଶ୍ରମ ଆଇନ ସହ ୨୨ ପ୍ରକାର ସେବା ଉପଲବ୍ଧ ହେବ । ପରିଶ୍ରମ ପୋର୍ଟାଲ ନାମକ ସେବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଶୁଭାରମ୍ଭ କରିଛନ୍ତି । ଏହି  ନୂତନ ସେବାକୁ ରାଉରକେଲାର ୨୦୦ରୁ ଉର୍ଦ୍ଧ ବସ୍ତି ଓ କଲୋନୀରେ ବସବାସ କରୁଥିବା ଦିନ ମଜୁରିଆ, ନିର୍ମାଣ ଶ୍ରମିକ ମାନେ ସ୍ୱାଗତ କରିଛନ୍ତି । ଏହି ସେବା ୫ଟିରେ ଅର୍ନ୍ତଭୁକ୍ତ ହୋଇଛି । ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏହି ସେବା ମାଧ୍ୟମରେ ଦକ୍ଷିଣ ରାଉରକେଲା ସହରତଳି ଗ୍ରାମାଂଚଳ ଯେପରି ଜଲଦା ଓ ଲାଠିକଟା ବ୍ଲକର ରାମଯୋଡ଼ି, ଡେଲାକୁଦର, ମୁଣ୍ଡାଯୋର, ସୁଇଡ଼ିହି, ମୁଣ୍ଡାଯୋର ବ୍ୟତୀତ ସହରାଚଂଳ ବସ୍ତିରେ ବସବାସ କରୁଥିବା ଶ୍ରମଜିବୀ ମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking