ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଡିଆଳ : ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ । ଝରିଗାଁ ଥାନା ରଙ୍ଗମାଟିଗୁଡା ନଦୀକୂଳ ଗଛରେ ଝୁଲୁଛି ମୃତଦେହ । ମୃତକ ଦ୍ୱୟ ରଙ୍ଗମାଟିଗୁଡା ଗାଁର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ