27.8 C
Bhubaneswar
Thursday, April 18, 2024
Homeଓଡିଶାମା’-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମା’-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଡ଼ିଆଳ :ମା’-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ରେ ଘଟିଛି । ବାଦି ଗାଁ’ରେ ମା’-ପୁୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘରଠୁ ଅଳ୍ପ ଦୂର କେନାଲ ପାଖ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଦାର କରାଯାଇଛି । ହେଲେ କ’ଣ ପାଇଁ ମା’-ପୁଅ ଆତ୍ମହତ୍ୟା କଲେ ନା’ ହତ୍ୟା ତାହା ଜଣାପଡ଼ି ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନିଭିନ୍ ଆରମ୍ଭ କରିଛି ।

ପ୍ରଦୀପ ପାଣିଗ୍ରାହିଙ୍କୁ ବିରୋଧ, ଧସ୍ତାଧସ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking