ଯାଜପୁର: ଯାଜପୁର ଜିଲ୍ଲାର ରାଜେରାଜେଶ୍ୱରୀ ମଠ ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ମଠ ମହନ୍ତ ରାଜେଶ୍ୱରୀ ବାବା କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଆଠ ଦିନ ଧରି ଯଜ୍ଞ କରୁଥିବା ର ଦେଖିବାକୁ ମିଳୁଛି । ନଷ୍ଟିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞ କରାଯାଉଛି। ପ୍ରଫେସର ଆଜାଦ ରାୟ ସଂକଳ୍ପ କରି ଯଜ୍ଞ ରେ କର୍ତ୍ତା ଭାବେ ମହାମାଇ ଜଗତଜନନୀ ଙ୍କୁ ଅଖଣ୍ଡ ଯଜ୍ଞ କରାଯାଉଛି।ବିଶ୍ୱ ବର୍ତ୍ତମାନ କରୋନା ରେ ଭୟ ଭିତ ଥିବା ବେଳେ ବିଶ୍ୱ କୁ ରକ୍ଷା କରିବା ପାଇଁ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ କରାଯାଇଛି।କମଳପୁର ଗ୍ରାମବାସୀ ଙ୍କ ସମେତ ବହୁ ଭକ୍ତ କରୋନା କଟକଣା ଙ୍କୁ ମାନି ଯଜ୍ଞ ରେ ଯୋଗ ଦେବା ର ଦେଖିବାକୁ ମିଳୁଛି ।