ପାଣି ଅଭାବରୁ ଧାନ ତଳି ପଡି ନାହିଁ ; ଚିନ୍ତାରେ ଚାଷୀ

ଯାଜପୁର : ଆକାଶ ରେ କାଳl ହଡ଼ିଆ ମେଘ ଆସୁଚି l ମେଘ ଗର୍ଜନ କରି ଆସୁଚି ଝିପି ଝିପି ବର୍ଷା ବର୍ଷା ହୋଇ ଚlଢ଼ି ଯାଇଚି l ଭୂଇଁ ତିନ୍ତୁ ନାହିଁ l ଆଷାଢ ମାସ ଶେଷ ହେବା ବସିଲାଣି ବିଲ ବାଡି ପୋଖରୀ ଗାଡିଆ ରେ ପାଣି ନାହିଁ l ଯାଜପୁର ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ନାହିଁ l ଚାଷୀ ମାନେ ଏ ଯାଏ ଧାନ ତଳି ପକାଇ ନାହାଁନ୍ତି l … Continue reading ପାଣି ଅଭାବରୁ ଧାନ ତଳି ପଡି ନାହିଁ ; ଚିନ୍ତାରେ ଚାଷୀ