34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରସରକାର କିଛି ଲୁଚାଉଛି: ନରସିଂହ ମିଶ୍ର

ସରକାର କିଛି ଲୁଚାଉଛି: ନରସିଂହ ମିଶ୍ର

ଭୁବନେଶ୍ୱର: ଘନ ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି । ଯିଏ କିଛି ଲୁଚେଇବାକୁ ଚାହାଁନ୍ତି ସିଏ ଏପରି ଘନ ଅନ୍ଧାରରେ କାମ କରନ୍ତି । ଦିନ ବେଳେ ଲୋକଲୋଚନରେ କାମ କରିବାରେ ବାଧା କେଉଁଠି ରହିଛି । ଗୃହ କମିଟି କାହିଁକି ଦିନରେ କାମ କରୁନାହାଁନ୍ତି ବୋଲି ମନରେ ପ୍ରଶ୍ନ ଉଠୁଛି । ଗୃହ କମିଟି ଏଭିଡେନ୍ସ ରେକର୍ଡ ସହ ସବୁ ଡକ୍ୟୁମେଣ୍ଟ ମାଗିପାରିବ ବୋଲି କହିଲେ ନରସିଂହ ମିଶ୍ର ।

ମୁଖ୍ୟମନ୍ତୀଙ୍କୁ ଅନୁରୋଧ ସେ ନିଜେ ଏଥିରେ  ହସ୍ତକ୍ଷେପ କରନ୍ତୁ ।ପ୍ରତ୍ନତାତ୍ୱିକ ବିଭାଗର ବିନା ଅନୁମତିରେ କିଛି କାମ ହୋଇପାରିବ ନାହିଁ । ଯାହା ବି ରିଜଲ୍ୟୁସ ହୋଇଛି ସେଥିରୁ ପ୍ରମାଣିତ ସରକାର କିଛି ଭୁଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking