ସରକାରୀ ବାବୁଙ୍କ ଟଙ୍କାର ପାହାଡ଼

ଜଗତସିଂହପୁର: ଆଉ ୬ ମାସ ପରେ ଅବସର ନେଇଥାନ୍ତେ। ତେବେ ତା’ ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ କରିଛି ଦୁର୍ନୀତି ନିବାରଣ ବିଭାଗ ଟିମ୍‌। ତିର୍ତ୍ତୋଲ ଥାନା ସାମନ୍ତରାୟପୁର ଗାଁ ସ୍ଥିତ … Continue reading ସରକାରୀ ବାବୁଙ୍କ ଟଙ୍କାର ପାହାଡ଼