ବାଲେଶ୍ୱର : ନାବାଳିକାକୁ ପଥରରେ ଛେଚି ହତ୍ୟା । ବାଲେଶ୍ୱର ରେମୁଣା ଥାନା ଅଞ୍ଚଳରେ ଏକ ନାବାଳିକା ନିର୍ମମଭାବେ ହତ୍ୟା କରାଯାଇଛି । ନାବାଳିକକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମ୍ପର୍କୀୟ ମାମୁଁ ରବି ସିଂହ ଏଭଳି କାଣ୍ଡ ଭିଆଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ନୀଳଗିରି ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି । … Continue reading ନାବାଳିକାକୁ ପଥରରେ ଛେଚି ହତ୍ୟା
Copy and paste this URL into your WordPress site to embed
Copy and paste this code into your site to embed