ଖୋଳା ଗାତରେ ପଡି ଫସିଯାଇଥିଲା ନାବାଳିକା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଯାଇଥିଲା ନାବାଳିକା । ଘଣ୍ଟା ଘଣ୍ଟା ଉଦ୍ୟମ ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ । ଉଦ୍ଧାର ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ଵାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖାଯାଇଛି । ସୂଚନା ମୁତାବକ, ବିଦ୍ୟୁତ ଖୁଣ୍ଟ ପଡିବାକୁ ଗାତ ଖୋଳାଯାଇଥିଲା । ଖେଳିବା ସମୟରେ ୮ବର୍ଷର ଝିଅ ଗାତ ଭିତରେ ପଡିଯାଇଥିଲା … Continue reading ଖୋଳା ଗାତରେ ପଡି ଫସିଯାଇଥିଲା ନାବାଳିକା