ସାଙ୍ଗକୁ ହତ୍ୟା କରି ନଦୀରେ ଫୋପାଡିଲା ସାଙ୍ଗ

ମୟୁରଭଞ୍ଜ: ସାଙ୍ଗକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କାଠଚୁଆ ଗ୍ରାମରେ । ଆନନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିଙ୍କୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ କୌଣସି କାରଣରୁ ଲାଲାଙ୍କୁ ଏକ … Continue reading ସାଙ୍ଗକୁ ହତ୍ୟା କରି ନଦୀରେ ଫୋପାଡିଲା ସାଙ୍ଗ