ହୋଟେଲ ରୁମ୍ରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁର : ହୋଟେଲ ରୁମ୍‌ ଭିତରୁ ମିଳିଲା ବିଦେଶିନୀଙ୍କ ମୃତଦେହ। ବେଙ୍ଗାଲୁରୁର ଏକ ହୋଟେଲ ରୁମ୍‌ ଭିତରୁ ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ମିଳିଛି। ମୃତ ମହିଳା ଜଣକ ହେଲେ ଉଜ୍ୱେକିସ୍ତାନର ଜରିନ। ସେ ମାର୍ଚ୍ଚ ୫ ତାରିଖରେ ବେଙ୍ଗାଲୁରୁ ଆସିଥିଲେ। ସହରର ଶେଷାଦ୍ରିପୁରମ ଅଞ୍ଚଳରେ ଥିବା ଏକ ହୋଟେଲରେ ସେ ରହିଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଯେତେବେଳେ ହୋଟେଲ କର୍ମଚାରୀ ତାଙ୍କ ରୁମ୍‌ କବାଟ ବାଡେଇ ଥିଲେ ସେତେବେଳେ ସେ କିଛି ଉତ୍ତର … Continue reading ହୋଟେଲ ରୁମ୍ରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର