34.1 C
Bhubaneswar
Thursday, March 28, 2024
Homeଓଡିଶାନୟାଗଡ଼ ଜିଲ୍ଲାରେ ପ୍ରଥମ କରୋନା ସନ୍ଦିଗ୍ଧ

ନୟାଗଡ଼ ଜିଲ୍ଲାରେ ପ୍ରଥମ କରୋନା ସନ୍ଦିଗ୍ଧ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପହଂଚିଛି କରୋନା ଭାଇରାସ୍। ଗୁରୁବାର ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ଆକ୍ରନ୍ତ ଥିବା ଜଣେ ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତୀ କରାଯାଇଛ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିରଂଚି ରାଉତଙ୍କ ପୁଅ ମନୋଜ କୁମାର ରାଉତ ଦୀର୍ଘଦିନ ହେବ ତାମିଲନାଡ଼ୁରେ ରହୁଥିଲେ। କିଛି ଦିନ ହେବ ତାଙ୍କୁ ଜ୍ୱର, କାଶ ଲାଗି ରହିବାକୁ ସେ ଗାଁ’କୁ ଆସି ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୈାଣସି କାରଣ ବଶତଃ ସେ ହସ୍ପିଟାଲରୁ ଚାଲି ଆସି ଖଣ୍ଡପଡ଼ା ଓ ଭାପୁର ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ଗୁରୁବାର ଭୂବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶରେ ତାଙ୍କୁ ତାଙ୍କ ଘରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁାଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ପ୍ରଥମ ମୃତ୍ୟୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking