ଭୁବନେଶ୍ୱର: କୋଲକାତାର ଆରଜି କର ମେଡିକାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିଆଁ ଏବେ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି। ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗରୁ ଓଡ଼ିଶା, ହାଇଦ୍ରାବାଦରୁ ମୁମ୍ବାଇ ଦେଶର ପ୍ରତିଟି ସହରରେ ଏହାକୁ ନେଇ ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ବିରୋଧ କରି ଆଜିଠାରୁ ଭାରତୀୟ ଭେଷଜ ପରିଷଦ (ଆଇଏମଏ) ପକ୍ଷରୁ ଦେଶବ୍ୟାପୀ … Continue reading ବ୍ୟାପୁଛି ଡାକ୍ତର ଆନ୍ଦୋଳନର ନିଆଁ
Copy and paste this URL into your WordPress site to embed
Copy and paste this code into your site to embed