40.1 C
Bhubaneswar
Thursday, April 25, 2024
Homeଓଡିଶାମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ

ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ସିବିଆଇ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି । ଉଭୟ ଚନ୍ଦନ ଆଉ ଚର୍ଚ୍ଚିତ ଦୁଇ ଭାଇ ସିବିଆଇ ଅଫିସ ଆସିଥିଲେ , ତେବେ ଏଥିରେ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଏବଂ ମହିମା ମିଶ୍ରଙ୍କୁ ସିବିଆଇ ଛାଡି ଦେଇଛି ।

ପାରଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଦୀର୍ଘ ୨୦ ଘଣ୍ଟା ମହିମାଙ୍କୁ ଜେରା କରିଥିଲା ସିବିଆଇ । ଏହାପରେ ଭୋର ୪ଟା ସମୟରେ ଉଭୟ ଚର୍ଚ୍ଚିତ ମିଶ୍ର ଏବଂ ଚନ୍ଦନ ମିଶ୍ର ସିବିଆଇ ରେ ହାଜର ହୋଇଥିଲେ । ଏହା ସହିତ ଗତକାଲି ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking