ଝିଅର ମୁଣ୍ଡ କାଟି ହତ୍ୟା କଲା ନୃଶଂସ ବାପା

ନୂଆଦିଲ୍ଲୀ: ବେଳେବେଳେ ରାଗ ହିଁ ସବୁକିଛି ଶେଷ କରିଦିଏ । ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ । ତେବେ ଏହି ରାଗରେ ଜଣେ ବ୍ୟକ୍ତି ନିଜ ଝିଅକୁ ମାରିବାକୁ ପଛାଇ ନାହିଁ । କେବଳ ହତ୍ୟା କରିଛି ତାହା ନୁହେଁ । ଝିଅର ମୁଣ୍ଡ କାଟି ଶରୀରରୁ ଅଲଗା କରିଛି ନିଜ ଜନ୍ମ କଲା ବାପ । ଝିଅମାନେ … Continue reading ଝିଅର ମୁଣ୍ଡ କାଟି ହତ୍ୟା କଲା ନୃଶଂସ ବାପା