ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଶ୍ୱଶୁର: କହିଲେ, ଧର୍ମ ବଦଳାଇବାକୁ କରୁଥିଲେ ବାଧ୍ୟ

କଟକ : ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ୪ ମାସ ହେବ ହ୍ୟୁମାନ ଓ ଶ୍ରୀୟା ଅଲଗା ରହୁଛନ୍ତି । ମଦ ପିଇ ଝିଅକୁ ମାରଧର କରୁଥିଲେ ହ୍ୟୁମାନ । ମାଡ଼ ମାରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ । ଅତ୍ୟାଚାର ସହି ନପାରି ଝିଅ ଘରକୁ ଚାଲିଆସିଲା । ଆପୋସ ସମାଧାନ କରିବାକୁ ଡର ଲାଗୁଛି । ହ୍ୟୁମାନଙ୍କ ମାଆ ମଧ୍ୟ ଝିଅକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ … Continue reading ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଶ୍ୱଶୁର: କହିଲେ, ଧର୍ମ ବଦଳାଇବାକୁ କରୁଥିଲେ ବାଧ୍ୟ