34.1 C
Bhubaneswar
Thursday, March 28, 2024
Homeଓଡିଶାବାପ ପୁଅ ଙ୍କୁ ଗୁଳିମାଡ

ବାପ ପୁଅ ଙ୍କୁ ଗୁଳିମାଡ

ନୂଆପଡା: ଦୁର୍ବୁତ୍ତ ଙ୍କ ଗୁଳିମାଡ ରେ ବାପ ପୁଅ ଗୁରୁତର । ସିନାପାଲି ରାବଣ ଛକରେ ବାପ ପୁଅଙ୍କୁ ଗୁଳିମାଡ । ବାଇକ ରେ ଯାଉଥିବା ବେଳେ ପଛରୁ ଆସୁଥିବା କାରରୁ  ଫାୟାରିଂ । ବାପ ପୁଅ ଙ୍କ ଗୋଡରେ ବାଜିଛି ଗୁଳି । ଦୁଇ ଜଣଙ୍କୁ ନୂଆ ପଡା ସ୍ଥାନାନ୍ତର ହୋଇଛି । କାରରେ କେତେ ଜଣ ଥିଲେ, କାହିଁକି ଗୁଳି କଲେ ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking